Download Now Banner

This browser does not support the video element.

ପାରଳାଖେମୁଣ୍ଡି: ଆଇଏମଡି ବିଭାଗ ପକ୍ଷରୁ ଜିଲ୍ଲାକୁ ୟେଲୋ ସଙ୍କେତ ଜାରି, 339 ମିଲିମିଟର ବର୍ଷା ରେକର୍ଡ

Paralakhemundi, Gajapati | Aug 26, 2025
ଆଇ ଏମ୍ ଡି ବିଭାଗ ପକ୍ଷରୁ ଜିଲ୍ଲାକୁ ୟେଲୋ ସଙ୍କେତ ଜାରି କରିଥିବା ବେଳେ ଜିଲ୍ଲାରେ 339 ମିଲିମିଟର ବର୍ଷା ରେକର୍ଡ। ଗଜପତି ଜିଲ୍ଲାକୁ ଆଇ ଏମ ଡି ବିଭାଗ ପକ୍ଷରୁ ୟେଲୋ ସଙ୍କେତ ଜାରି କରିଥିବା ବେଳେ ଗତ 24 ଘଣ୍ଟା ମଧ୍ୟରେ ଜିଲ୍ଲାରେ ମୋଟ 339 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଜିଲ୍ଲାର ସାତଟି ବ୍ଲକରେ ହୋଇଥିବା ବର୍ଷା ରେକର୍ଡ଼ ଦେଖିବାକୁ ଗଲେ କାଶୀନଗର ବ୍ଲକ୍ ରେ 50.0 ମିଲିମିଟର, ପାରଳାଖେମୁଣ୍ଡି ରେ 68.0 ମିଲିମିଟର, ରାୟଗଡ ବ୍ଲକ ରେ 41.2 ମିଲିମିଟର, ଗୁମ୍ମା ବ୍ଲକ ରେ 61.0 ମିଲିମିଟର, ନୂଆଗଡ ବ୍ଲକରେ 34.2 ମିଲିମିଟର, ଆର୍ ଉଦୟ ଗିରି ବ୍ଲକ ରେ 35.4 ମିଲିମିଟର, ମୋହ
Read More News
T & CPrivacy PolicyContact Us