Download Now Banner

This browser does not support the video element.

କେନ୍ଦ୍ରାପଡା: ଡେରାବିଶ ବ୍ଲକ ବାରିମୂଳ ପଞ୍ଚାୟତ ସାନ୍ତାଳ ସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ ଅଙ୍ଗନବାଡି କେନ୍ଦ୍ର ପରିଦର୍ଶନ କଲେ ଜିଲାପାଳ

Kendrapara, Kendrapara | Sep 2, 2025
ଜିଲ୍ଳାପାଳ ରଘୁରାମ ଆର ଆୟାର ଆଜି ପୂର୍ବାହ୍ନରେ ଡେରାବିଶ ବ୍ଲକ ଅନ୍ତର୍ଗତ ବାରିମୂଳ ପଞ୍ଚାୟତର ସାନ୍ତାଳ ସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ ଅଙ୍ଗନବାଡି କେନ୍ଦ୍ର ପରିଦର୍ଶନ କରିଛନ୍ତି | ଜିଲ୍ଲାପାଳ ସ୍କୁଲ ଏବଂ ଅଙ୍ଗନବାଡି କେନ୍ଦ୍ରର ଭିତ୍ତିଭୂମି, ପାନୀୟ ଜଳ ବ୍ୟବସ୍ଥା, ପରିମଳ, ମଧ୍ୟାନଭୋଜନ ଖାଦ୍ୟ, ଛତୁଆ ଇତ୍ୟାଦି ସମ୍ପର୍କରେ ଜିଲ୍ଲାପାଳ ଶ୍ରୀ ଆୟାର ପଚାରିବୁଝିଥିଲେ | ଏହା ସହିତ ଜିଲ୍ଲାପାଳ ସ୍କୁଲ ଏବଂ ଅଙ୍ଗନବାଡି କେନ୍ଦ୍ରର ରେଜିଷ୍ଟର ଏବଂ ଅନ୍ୟ ଦସ୍ତାବିଜ ଯାଞ୍ଚ କରିଥିଲେ l
Read More News
T & CPrivacy PolicyContact Us