This browser does not support the video element.
କାମାକ୍ଷାନଗର: କାନପୁରା ଗାଁରେ ବୁଧବାର ୧୨ଟାରେ ମା ଦୁର୍ଗାଙ୍କର ମହା ନବମୀ ଅବସରରେ କନ୍ୟା ପୂଜନ ଅନୁଷ୍ଠିତ
Kamakshyanagar, Dhenkanal | Oct 1, 2025
କାନପୁରା ଗାଁରେ ବୁଧବାର ୧୨ଟାରେ ମା ଦୁର୍ଗାଙ୍କର ମହା ନବମୀ ଅବସରରେ କନ୍ୟା ପୂଜନ ଅନୁଷ୍ଠିତ ।ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ କାନପୁରା ଗାଁରେ ଆଜକୁ ୫ବର୍ଷ ହେଲାଣି ମହା ଆଡମ୍ବରରେ ପାଳିତ ହେଉଛି ମା ଦୁର୍ଗାଙ୍କର ପୂଜା ।ବୁଧବାର ଏହି ଅବସରରେ ମହା ନବମୀ ପୂଜା ଅନୁଷ୍ଠିତ ହେବା ସହିତ କନ୍ୟା ପୂଜନ ଅନୁଷ୍ଠିତ ହୋଇଯାଇଛି ।ଯାହାକି ସ୍ୱତନ୍ତ୍ର ଭାବରେ ଏଭଳିଆ ଅନୁଷ୍ଠିତ ହୋଇଯାଇଛି ।