This browser does not support the video element.
ମୋହନା: ମୋୖଳିକ ସେବାରୁ ବଞ୍ଚିତ ରଶାଣିଗଣ୍ଡା ଗ୍ରାମ ସହ ଦୁଇ ଖଣ୍ଡ ଗ୍ରାମବାସୀ l #jansamasya
Mohana, Gajapati | Sep 1, 2025
ମୋୖଳିକ ସେବାରୁ ବଞ୍ଚିତ ତିନି ଖଣ୍ଡ ଗ୍ରାମ ବାସୀ l ଭାରତ ସ୍ୱାଧୀନତା ର ଅନେକ ବର୍ଷ ପରେ ବି ଆଜି ବି ଅନେକ ଗ୍ରାମାଞ୍ଚଳ ରହିଛି ସରକାରୀ ସହାୟତା ଅପହଞ୍ଚ ହୋଇ ରହିଛି l ଏହାର ଜୀବନ୍ତ ଉଦାହରଣ ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ବ୍ଲକ ପାଣିଗଣ୍ଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଶିକୁଳିଡିଅ,ରସାଣିଗଣ୍ଡା, ମୁଣ୍ଡେଇପଦା ରେ ଦେଖିବାକୁ ମିଳିଛି।ଯାହାକୁ ନେଇ ଆଜି ଦିନ ୧୨ ଘଣ୍ଟ ସମୟରେ ମୋହନା ବିଡ଼ିଓ ଙ୍କୁ ଅଭିଯୋଗ କରିଛନ୍ତି।