Install App
malliksaroj28
This browser does not support the video element.
ପୁରୀ ମ୍ୟୁନିସିପାଲଟି: ପୁରୀ ମେଡିକାଲ ରେ ରକ୍ତପରୀକ୍ଷା କରିବାକୁ ଦୀର୍ଘ ସମୟ ଧରି ଲାଇନରେ ଠିଆ ହେଉଛନ୍ତି, ସୋସିଆଲ ମିଡିଆରେ ଭିଡ଼ିଓ ଭାଇରାଲ l
Puri M, Puri | Aug 24, 2025
ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ରୋଗୀ ମାନେ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି l ଏହି ମେଡିକାଲ କୁ କେବଳ ପୁରୀ ବାସି ନୁହନ୍ତି ଓଡିଶା ବାହାରୁ ମଧ୍ୟ ପଯ୍ୟଟକ ବୁଲିବାକୁ ଆସନ୍ତି l ହେଲେ ମେଡିକାଲ ରେ ଗୋଟିଏ ରକ୍ତ ପରୀକ୍ଷା ବିଭାଗ ଥିବାରୁ ରୋଗୀ ଏବଂ ରୋଗୀଙ୍କ ସମ୍ପର୍କୀୟ ଦୀର୍ଘ ସମୟ ଧରି ଲାଇନ ରେ ଠିଆ ହୋଇ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି l ଏହି ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି l
Share
Read More News
T & C
Privacy Policy
Contact Us
Your browser does not support JavaScript!