Install App
usr04050397
This browser does not support the video element.
କେନ୍ଦୁଝର ସହର: ପବିତ୍ର ମହାଅଷ୍ଟମୀ ଅବସରରେ ଆଜି କେନ୍ଦୁଝରର; ଜଗନ୍ନାଥପୁର, ଓଲଡ଼ ଟାଉନ୍ ଓ ଡେଲି ମାର୍କେଟ ଆଦି ବିଭିନ୍ନ ପୂଜା ମଣ୍ଡପ ବୁଲିଲେ ମୁଖ୍ୟମନ୍ତ୍ରୀ
Kendujhar Town, Kendujhar | Sep 30, 2025
ପବିତ୍ର ମହାଅଷ୍ଟମୀ ଅବସରରେ ଆଜି କେନ୍ଦୁଝରର; ଜଗନ୍ନାଥପୁର, ଓଲଡ଼ ଟାଉନ୍ ଓ ଡେଲି ମାର୍କେଟ ଆଦି ବିଭିନ୍ନ ପୂଜା ମଣ୍ଡପ ବୁଲି ଜଗତଜନନୀ ମା'ଦୁର୍ଗାଙ୍କ ଦର୍ଶନ କରିବା ସହ ଆଶିଷ ଲାଭ କଲି ଓ ସମସ୍ତଙ୍କ ସୁଖ , ସମୃଦ୍ଧି କାମନା କଲେ ମୁଖ୍ୟମନ୍ତ୍ରୀ। ମନ୍ତ୍ରଧ୍ୱନିର ଉଚ୍ଚାରଣ ସହ ଭକ୍ତିମୟ ପରିବେଶରେ ସମୟ ଅତିବାହିତ କରି ବେଶ୍ ଆନନ୍ଦିତ ହେଲେ। ସମସ୍ତଙ୍କ ଉପରେ ମା’ ଦୁର୍ଗାଙ୍କ କୃପା ରହିଥାଉ ।
Share
Read More News
T & C
Privacy Policy
Contact Us
Your browser does not support JavaScript!