Download Now Banner

This browser does not support the video element.

କଣ୍ଟାମାଳ: ତାଳ ପଦର ଗ୍ରାମରେ ପଡୋଶୀଙ୍କ ଟାଙ୍ଗିଆ ଆକ୍ରମଣରେ ଜଣେ ଯୁବକ ଗୁରୁତର

Kantamal, Boudh (Bauda) | Sep 12, 2025
ଶୁକ୍ରବାର ସନ୍ଧ୍ୟା ରେ ମନମୁଣ୍ଡା ଥାନା ତାଳ ପଦର ଗ୍ରାମରେ ପୂର୍ବ ଶତ୍ରୁତାକୁ ନେଇ ପଡୋଶୀଙ୍କ ଟାଙ୍ଗିଆ ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି | ମିଳିଥିବା ସୂଚନା ଅନୁଯାୟୀ ଗ୍ରାମର ଦୁଇ ପଡୋଶୀଙ୍କ ମଧ୍ୟରେ କୌଣସି କାରଣରୁ ପୂର୍ବ ଶତ୍ରୁତାକୁ ନେଇ ଉଚ୍ଚବାଚ ହୋଇଥିଲା ଓ ଟାଙ୍ଗିଆରେ ଆକ୍ରମଣ ହୋଇଥିଲା l ପରିବାର ଲୋକେ ଉଦ୍ଧାର କରି ଏକ ବୋଲେରୋ ଯୋଗେ ସୋନପୁର ଡାକ୍ତର ଖାନାରେ ଭର୍ତ୍ତୀ କରିଥିବା ସୂଚନା ମିଳିଛି l
Read More News
T & CPrivacy PolicyContact Us