Download Now Banner

This browser does not support the video element.

ସୋରଡା: ସୋରଡ଼ା ବ୍ଲକ ପରିସରରେ ଆଜି ରାସନ୍ କାର୍ଡ ବଣ୍ଟନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଲେ ଖାଦ୍ୟ ଯୋଗାଣ ଓ ଖାଉଟି ମନ୍ତ୍ରୀ

Surada, Ganjam | Sep 13, 2025
ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ପରିସରରେ ଆଜି ରାସନ୍ କାର୍ଡ ବଣ୍ଟନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ଖାଦ୍ୟ ଯୋଗାଣ ଓ ଖାଉଟି ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ଶ୍ରୀ ପାତ୍ରଙ୍କ ସହ ଆସିକା ସାଂସଦ ଅନିତା ଶୁଭଦର୍ଶୀନି ପଟ୍ଟନାୟକ , ମହେଶ ମହାନ୍ତି ସ୍ୱଚ୍ଛ ଭାରତ ମିଶନର ରାଜ୍ୟ ସଂଯୋଜକ , ଜିଲ୍ଲା ଯୋଗାଣ ମୁଖ୍ୟ ଅଧିକାରୀ ,ବିଜେପି ଆସିକା ସାଙ୍ଗଠନିକ ଜିଲ୍ଲା ସଭାପତି ବିଜୟ ସ୍ବାଇଁ,ସୋରଡା ବିଧାୟକ ନୀଳମଣି ବିଷୋୟୀ ଯୋଗ ଦେଇଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ 49 ଜଣ ହିତାଧିକାରୀ ଙ୍କୁ ରାସନ୍ କାର୍ଡ ବଣ୍ଟନ କରାଯାଇଛି ।
Read More News
T & CPrivacy PolicyContact Us