This browser does not support the video element.
ଝାରସୁଗୁଡା: ବନ୍ଧବାହାଲରେ ଅନୁଷ୍ଠିତ ହେଲା ରକ୍ତଦାନ ଶିବିର
Jharsuguda, Jharsuguda | Aug 25, 2025
ଝାରସୁଗୁଡା ଜିଲ୍ଲା ବନ୍ଧବାହାଲରେ ଅନୁଷ୍ଠିତ ହେଲା ରକ୍ତଦାନ ଶିବିର l ଆଜି ସୋମବାର ସକାଳ ୮ ଟା ରୁ ଅପରାହ୍ନ ୧୨ ଟା ୩୦ ଯାଏଁ ଅନୁଷ୍ଠିତ ଏହି ଶିବିରରେ ୫୦ ୟୁନିଟ ରକ୍ତ ସଂଗ୍ରହ କରାଯାଇ ଜିଲ୍ଲା ରକ୍ତଭଣ୍ଡାର କୁ ହସ୍ତାନ୍ତର କରାଯାଇଛି l ବ୍ରହ୍ମକୁମାରୀ ଏବଂ ଡିଏଭି ସ୍କୁଲ ର ମିଳିତ ଆନୁକୂଲ୍ୟ ରେ ଅନୁଷ୍ଠିତ ଏହି ରକ୍ତଦାନ ଶିବିରରେ ଜିଲ୍ଲା ରକ୍ତ ଭଣ୍ଡାର ର ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ରହି ରକ୍ତ ସଂଗ୍ରହ କରିଥିଲେ l