Download Now Banner

This browser does not support the video element.

ପାରଳାଖେମୁଣ୍ଡି: ସାଇବର ଅପରାଧ ର ଶୀକାର ହୋଇ ଥାନାର ଦ୍ଵାରସ୍ଥ ହେଲେ ଭାଈ ଭଉଣୀ।

Paralakhemundi, Gajapati | Sep 26, 2025
ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ରେ ଜଣେ ଯୁବତୀ ସାଇବର ର ଶୀକାର ହୋଇ ଥିବା ଦେଖିବାକୁ ମିଳିଛି। sbi ର apk ଫାଇଲ କ୍ଲିକ୍ କରି ସାଇବର ଅପରାଧୀଙ୍କ ଶୀକାର ହୋଇ ଯାଇଛି। ଯାହା ଫଳରେ ସେ ଆଉ ତାଙ୍କ ଭାଈ ନିହାର ବେହେରା ପାରଳାଖେମୁଣ୍ଡି ଆଦର୍ଶ ଥାନାର ଦ୍ଵାରସ୍ଥ ହୋଇ ଥିବା ଆଜି ଅପରାହ୍ନ ପାଞ୍ଚଟା ବେଳେ ସୂଚନା ପ୍ରଦାନ କରିଛନ୍ତି।
Read More News
T & CPrivacy PolicyContact Us