Install App
sanjayakumar.naik
This browser does not support the video element.
ଟିଟିଲାଗଡ: ଆସନ୍ତା କାଲିହେବ କଂଗ୍ରେସ ଦଳର ସାଙ୍ଗଠନିକ ବୈଠକ - ଯୋଗ ଦେବେ ରାଜ୍ୟ ତଥା କେନ୍ଦ୍ର ସ୍ତରୀୟ ନେତା - କର୍ମୀଙ୍କୁ ଆହ୍ବାନ ଦେଲେ ବିରେନ୍ଦ୍ର ବାଗ
Titlagarh, Balangir | Sep 8, 2025
ଆସନ୍ତା. 09.09.2025 ମଙ୍ଗଳବାର ଦିନ ୧୦.ଘଣ୍ଟା ସମୟ ରେ ଟିଟିଲାଗଡ଼ PWD ଡାକ ବଙ୍ଗଳା ଠାରେ କଂଗ୍ରେସ ଦଳର ରାଜ୍ୟ ସ୍ତରୀୟ ନେତା ଓ ଦିଲ୍ଲୀ ରୁ ମଧ୍ୟ ଅନେକ ନେତା ଆସୁଛନ୍ତି,, କଂଗ୍ରେସ ଦଳ ର ସଙ୍ଘଠନକୁ ଶକ୍ତି ଶାଳୀ କରିବା ପାଇଁ ଓ ସିଧା ସଳଖ ଭାବେ କଂଗ୍ରେସ କର୍ମୀ ମାନଙ୍କର ସହିତ ସାକ୍ଷାତ କରିବା ପାଇଁ,,, ସମସ୍ତଙ୍କର ଉପସ୍ଥିତି କାମନା କରି ସମସ୍ତ କଂଗ୍ରେସ କର୍ମୀଙ୍କୁ ଆହ୍ବାନ ଦେଲେ କଂଗ୍ରେସ ନେତା ବିରେନ୍ଦ୍ର ବାଗ। ୪.୫୦ ସମୟରେ ନିଜେ ଏହି ଭିଡିଓ ଆମ ପ୍ରତିନିଧିଙ୍କୁ ଦେଇଛନ୍ତି
Share
Read More News
T & C
Privacy Policy
Contact Us
Your browser does not support JavaScript!