Download Now Banner

This browser does not support the video element.

ଝାରସୁଗୁଡା: ବେହେରାମାଲ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ବଜ୍ରପାତରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ

Jharsuguda, Jharsuguda | Aug 22, 2025
ଝାରସୁଗୁଡା ଜିଲ୍ଲା ଟାଉନ ଥାନା ଅନ୍ତର୍ଗତ ବେହେରାମାଲ ଜିଲ୍ଲାପାଳ କାର୍ଯ୍ୟାଳୟ ନିକଟରେ ବଜ୍ରପାତରେ ଜଣେ ବ୍ୟକ୍ତି ଙ୍କ ମୃତ୍ୟୁ ହୋଇଛି l ମୃତ ବ୍ୟକ୍ତି ଜଣକ ପ୍ରସନ୍ନ କିଷାନ ବୋଲ ଜଣାପଡିଛି l ପ୍ରସନ୍ନ ଝାରସୁଗୁଡା ଜିଲ୍ଲାପାଳ କାର୍ଯ୍ୟାଳୟ ନିକଟରେ ଥିବା ଏକ ହୋଟେଲ ରେ ମିଠା କାରିଗର ଭାବରେ କାର୍ଯ୍ୟ କରୁଥିଲେ l ତେବେ ସେ ଆଜି ସକାଳ ପ୍ରାୟ ୬ ରେ ଦୋକାନ କୁ କାମ କରିବାକୁ ଯାଉଥିବା ବେଳେ ବଜ୍ରପାତ ହୋଇଥିଲା ଏବଂ ସେଥିରେ ତାଙ୍କର ମୃତ୍ୟୁ ହୋଇଛି l
Read More News
T & CPrivacy PolicyContact Us