This browser does not support the video element.
ପାରଳାଖେମୁଣ୍ଡି: ପାତିମୁଲ୍ କଲୋନୀ ଗ୍ରାମରେ ଥିବା ଜିଓ ଟାୱାର ନେଟୱର୍କ ସଂଯୋଗ କରିବା ପାଇଁ ବିଧାୟକଙ୍କୁ ଦାବି ଜଣାଇଲେ ଗ୍ରାମବାସି
Paralakhemundi, Gajapati | Sep 7, 2025
ପାତିମୁଲ୍ କଲୋନୀ ଗ୍ରାମରେ ଥିବା ଜିଓ ଟାୱାର ନେଟୱର୍କ ସଂଯୋଗ କରିବା ପାଇଁ ବିଧାୟକ ଙ୍କୁ ଦାବି ଜଣାଇଲେ ଗ୍ରାମ ବାସି । ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ତରଭା ପଞ୍ଚାୟତ ଅନ୍ତର୍ଗତଃ ପାତିମୁଲ୍ କଲୋନୀ ଗ୍ରାମରେ ଥିବା ଜିଓ ଟାୱାର ନେଟୱର୍କ ଗତ ଅଗଷ୍ଟ ମାସ ୨୦୨୪ ମସିହା କାର୍ଯ୍ୟ ଆରମ୍ଭ ହୋଇଥିଲା ବେଳେ ଜିଓ ଅଫିସର ମାନେ ୩/୪ ମାସରେ ନେଟୱାର୍କ ସେବା ଯୋଗାଇବା ପାଇଁ ମିଥ୍ୟା ପ୍ରତିଶୃତି ଦେଇଥିଲେ। କିନ୍ତୁ ଆଜକୁ ପ୍ରାୟ ୯ ମାସ ବିତିଗଲାଣି ଜିଓ ନେଟୱାର୍କ ସେବାରୁ ବଂଚିତ ହୋଇ ପ୍ରାୟ ୪୦୦୦ ସ୍ମାର୍ଟଫୋନ ବ୍ୟବହାରୀ ଯଥା: ଛାତ୍ରଛାତ୍ରୀଙ୍କର ଅନଲାଇନ ପାଠ, ଚ