Download Now Banner

This browser does not support the video element.

ରାୟଗଡା: ଓଡିଶା ପ୍ରଦେଶ କଂଗ୍ରେସ କମିଟି ସୋସିଆଲ ମିଡ଼ିଆ ଏବଂ ଡିଜିଟାଲ କମ୍ମ୍ୟୁନିକେସନ ବିଭାଗର ରାଜ୍ୟ ଟିମରେ ସ୍ଥାନ ପାଇଲେ ସ୍ଥାନୀୟ ଅସଲମ ଖାଁ

Rayagada, Rayagada | Sep 7, 2025
ଓଡିଶା ପ୍ରଦେଶ କଂଗ୍ରେସ କମିଟି ସୋସିଆଲ ମିଡ଼ିଆ ଏବଂ ଡିଜିଟାଲ କମ୍ମ୍ୟୁନିକେସନ ବିଭାଗର ରାଜ୍ୟ ଟିମ ରେ ସ୍ଥାନ ପାଇଲେ ରାୟଗଡା ର କଂଗ୍ରେସ ନେତା ଅସଲମ ଖାଁ। ଏ ନେଇ ରବିବାର ରାତିରେ ସୂଚନା ମିଳିଛି।
Read More News
T & CPrivacy PolicyContact Us