Download Now Banner

This browser does not support the video element.

ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: କିଟ୍, ଶୈଳ ଶ୍ରୀ ବିହାର ଅଞ୍ଚଳର ବିଭିନ୍ନ ଖାଦ୍ୟ ଦୋକାନ ଉପରେ ଚଢ଼ାଉ କଲା ବିଏମସି

Bhubaneswar M Corp, Khordha | Sep 11, 2025
ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଖାଦ୍ୟ ଯାଞ୍ଚ କାର୍ଯ୍ୟକ୍ରମ ଜାରି ରହିଛି । ଗୁରୁବାର ଖାଦ୍ୟ ନିରାପତ୍ତା ଅଧିକାରୀଙ୍କ ତତ୍ତ୍ଵାବଧାନରେ ଏକ ଟିମ୍ କିଟ୍, ଶୈଳ ଶ୍ରୀ ବିହାର ଅଞ୍ଚଳର ବିଭିନ୍ନ ଖାଦ୍ୟ ଦୋକାନ ଉପରେ ଚଢ଼ାଉ କରି ପ୍ରାୟ ୧୦ କେଜି ଖାଦ୍ୟ ନଷ୍ଟ କରିବା ସହ ଅସ୍ଵାସ୍ଥ୍ୟକର ପରିବେଶରେ ଖାଦ୍ୟ ବିକ୍ରି କରୁଥିବା ବ୍ୟବସାୟୀଙ୍କୁ ନୋଟିସ ଜାରି କରିଛନ୍ତି ।
Read More News
T & CPrivacy PolicyContact Us