Download Now Banner

This browser does not support the video element.

ବୌଦ୍ଧ ସଦର: ଗଣପର୍ବ ନୁଆଁଖାଇରେ ସମସ୍ତଙ୍କୁ ନୁଆଁଖାଇର ଜୁହାର୍ ଜଣାଇଲେ ବୌଦ୍ଧ ବ୍ଲକ ଅଧ୍ୟକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ

Baudh Sadar, Boudh (Bauda) | Aug 28, 2025
ଗଣ ପର୍ବ ନୁଆଁଖାଇ ଅବସରରେ ସମଗ୍ର ପଶ୍ଚିମ ଓଡିଶା ତଥା ବୌଦ୍ଧ ଜିଲ୍ଲାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବୌଦ୍ଧ ବ୍ଲକ ଅଧ୍ୟକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ l ଶ୍ରୀ ରଥ ସମସ୍ତଙ୍କ ମଙ୍ଗଳ କାମନା କରିବା ସହ ନୁଆଁଖାଇର ଜୁହାର ଜଣାଇ ସମସ୍ତଙ୍କର ସୁଖ ସମୃଦ୍ଧି କାମନା କରିଛନ୍ତି |
Read More News
T & CPrivacy PolicyContact Us