This browser does not support the video element.
ଢେଙ୍କାନାଳ ସଦର: ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଗଁଦିଆ ବ୍ଳକ ଖଣି ଅଞ୍ଚଳ ପ୍ରଭାବିତ ଗ୍ରାମବାସୀ ଜିଲ୍ଲାପାଳଙ୍କୁ ଅଭିଯୋଗ କରି ପ୍ରତିକ୍ରିୟା ଦେଲେ
Dhenkanal Sadar, Dhenkanal | Sep 1, 2025
ଖଣି ଅଞ୍ଚଳରେ ୧୦ ହଜାର ଲୋକ ପ୍ରଭାବିତ ହେଉଥିବା ଗ୍ରାମବାସୀ ଜିଲ୍ଲାପାଳଙ୍କୁ ଭେଟି ପ୍ରତିକ୍ରିୟା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଗଁଦିଆ ବ୍ଲକ ବେଗା ଗ୍ରାମପଞ୍ଚାୟତର କରଡ଼ାବଣୀ ଗ୍ରାମ ବାସୀଙ୍କ ତରଫରୁ ବେଆଇନ ଖଣି ଖନନ ନେଇ ୧୦ ହଜାର ଜନସଂଖ୍ୟା ପ୍ରଭାବିତ ହେଉଥିବା ନେଇ ଜିଲ୍ଲାପାଳ ଙ୍କୁ ଲିଖିତ ଅଭିଯୋଗ କରାଯାଇଛି ।ଉକ୍ତ ଅଭିଯୋଗ ର ନକଲ କପି ନିହାଲପ୍ରସାଦ ଥାନା ଅଧିକାରୀ, ଗଁଦିଆ ତହସିଲଦାର, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କୁ ମଧ୍ୟ୍ୟ ଦେଇଥିଲେ, ଉକ୍ତ ସୁରକ୍ଷା ମଞ୍ଚ ର ଅଭିଯୋଗ ଗୁଡିକ ଏକ ମାସ ଭିତରେ ପୂରଣ କରାନଗଲେ ଗ୍ରାମବାସୀମାନେ ଆନ୍ଦୋଳନ କରିବେ