Download Now Banner

This browser does not support the video element.

ଭଦ୍ରକ ଗ୍ରାମାଞ୍ଚଳ: ସୋସିଆଲ ମିଡିଆରେ ଆଶାକର୍ମୀ ମାନଙ୍କ ବିରୁଦ୍ଧରେ ମନ୍ତବ୍ୟକୁ ନେଇ ଭଣ୍ଡାରି ପୋଖରୀ ଥାନା ଘେରିଲେ ଆଶାକର୍ମୀ

Bhadrak Rural, Bhadrak | Sep 8, 2025
ସୋସିଆଲ ମିଡିଆରେ ଆଶାକର୍ମୀ ମାନଙ୍କ ବିରୁଦ୍ଧରେ ମନ୍ତବ୍ୟକୁ ନେଇ ଭଣ୍ଡାରି ପୋଖରୀ ଥାନା ଘେରିଲେ ଆଶାକର୍ମୀ।ତେବେଏମିତି ଦୃଶ୍ୟ ଦେଖିବାକୁ ମିଳିଥିବା ବେଳେ ସୋସିଆଲ ମିଡ଼ିଆ ରେ ଆଶା ମାନଙ୍କ ଚାକିରୀ କୁ ନେଇ ମନ୍ତବ୍ୟ ଦେଇଥିବା ଅଭିଯୋଗ ରେ ଜଣକ ନାମରେ ଆଭିଯୋଗ ନେଇ ଥାନା ଘେରାଉ କରିଛନ୍ତି 50 ରୁ ଉର୍ଦ୍ଧ ଆଶା କର୍ମୀ।
Read More News
T & CPrivacy PolicyContact Us