Download Now Banner

This browser does not support the video element.

ପୋଲସରା: କସିପଡା ସ୍ଥିତ ମା ସିଂହାସନି ପୀଠ ଗ୍ରସ୍ତକରି ମା ଙ୍କୁ ଦର୍ଶନ କଲେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ

Polasara, Ganjam | Sep 29, 2025
ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ କସିପଡା ସ୍ଥିତ ମା ସିଂହାସନି ପୀଠ ଗ୍ରସ୍ତ କରିଛନ୍ତ ପୋଲସରା ବିଧାୟକ ତଥା ରାଜ୍ୟ ମତ୍ସ ପଷୁ ସମ୍ପଦ ବିକାଶ ଓ ଏମଏସଏମଇ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ l ମା ଙ୍କ ପୀଠରେ ନବଦୀନାତ୍ମକ ପୂଜା ବଡ଼ ଧୁମ ଧାମ ରେ ପାଳନ ହେଉଥିବା ବେଳେ ଆଜି ମନ୍ତ୍ରୀ ମନ୍ଦିର ରେ ପହଞ୍ଚି ମା ଙ୍କୁ ଦର୍ଶନ କରିବା ସହ ଅଞ୍ଚଳବାସୀ ଙ୍କ ମଙ୍ଗଳକାମନା କରିଥିଲେ l
Read More News
T & CPrivacy PolicyContact Us