This browser does not support the video element.
ଅନୁଗୋଳ: ଖଣ୍ଡହତା ଗ୍ରାମ ନିକଟରେ କାର ଅଟୋ ଦୁର୍ଘଟଣାରେ ତିନି ମୃତ ତିନି ଗୁରୁତର
Anugul, Angul | Sep 6, 2025
ଅନୁଗୋଳ ସଦର ଥାନା ଅନ୍ତର୍ଗତ ଖଣ୍ଡହତା ବ୍ରିଜ ନିକଟରେ ଅଟୋ କାର ମୁହାମୁହିଁ ଧକ୍କା, ତିନି ମୃତ, ତିନି ଗୁରୁତର ହୋଇଥିବା ଜଣା ପଡ଼ିଛି। ମୃତ ମାନେ ହେଲେ ବଂଶୀଧର ସେଠି, କମଳା ସେଠି ଏବଂ ଅଟୋ ଚାଳକ ମଣ୍ଟୁ ମୁଦୁଲି (୩୦) ଓ ଗୁରୁତର ମାନେ ହେଲେ ସୁନିତା ସେଠି (୩୦), ପୁଅ ଶ୍ରୀ ସାଇ ସେଠି (୧୨),ବିଶ୍ୱଜିତ୍। ସୂଚନା ଯେ, ବାଲିମି ଥାନା ଅନ୍ତର୍ଗତ କାରନ୍ଦା ଅଞ୍ଚଳର ବଂଶୀଧର ସେଠି ଙ୍କ ଦେହ ଖରାପ ହେବାରୁ ଅନୁଗୋଳ ଚିକିତ୍ସାଳୟ କୁ ଦେହ ଦେଖା ଇବା ପାଇଁ ଏକ ଅଟୋ ଯୋଗେ ବଂଶୀଧର ଙ୍କ ସ୍ତ୍ରୀ କମଳା ସେଠି, ବୋହୂ ସୁନିତା ସେଠି ଏବଂ ପୁଅ ଶ୍ରୀ ସାଇ ସେଠି କୁ ନେଇ ଚିକିତ୍ସାଳୟ କୁ ଆସିଥିଲେ। ଦ