Download Now Banner

This browser does not support the video element.

ଫୁଲବାଣୀ ସହର: କେରେଡ଼ିରେ ଅଭାବନୀୟ ଘଟଣା, ବେକରେ ଗାମୁଛା ଲଗାଇ ଜୀବନ ହାରିଲେ ବୃଦ୍ଧ

Phulabani Town, Kandhamal | Oct 14, 2024
ଆଜି ତାରିଖ 14/10/2024 ସମୟ ସକାଳ ଦଶଟା। କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ସଦର ଥାନା ଅନ୍ତର୍ଗତ କେରେଡ଼ି ଗ୍ରାମର ଗାମୁ ରଣା ନାମକ 83 ବର୍ଷ ବୟସ୍କ ବୃଦ୍ଧ ଗତକାଲି ବିଳମ୍ବିତ ରାତିରେ ନିଜ ଘର କାଠରେ ନିଜର ଗାମୁଛା ଲଗେଇ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି। ଆଜି ସକାଳେ ପରିବାର ପକ୍ଷରୁ ତାଙ୍କ ପୁଅ ଜଗନ୍ନାଥ ରଣା ସଦର ଥାନାରେ ଲିଖିତ ଜଣେଇବା ପରେ ସଦର ପୋଲିସ ପହଁଞ୍ଚି ଝୁଲନ୍ତା ଅବସ୍ଥାରୁ ସବ ଉଦ୍ଧାର କରି ବ୍ୟବଚ୍ଛେଦ କରିବା ପରେ ପରିବାର ବର୍ଗଙ୍କୁ ମୃତଦେହ ହସ୍ତାନ୍ତର କରିଛି। ଏନେଇ ସଦର ଥ
Read More News
T & CPrivacy PolicyContact Us