Download Now Banner

This browser does not support the video element.

ଧର୍ମଗଡ: କାଉଡୋଲା ବସଷ୍ଟାଣ୍ଡ ନିକଟରେଯାତ୍ରୀବାହୀ ବସ ଇଞ୍ଜିନ ରୁ ବାହାରିଲା ଧୁଆଁ , ଅଳ୍ପକେ ବର୍ତ୍ତିଲେ ଯାତ୍ରୀ।

Dharamgarh, Kalahandi | Sep 4, 2025
ଜୟପୁର ରୁ ଅନୁଗୁଲ ଯାଉଥିବା ଓଡିଶା ରାଜ୍ୟ ପରିବହନ ର ଓଡ଼ି ୧୯ କେ ୯୨୦୨ ନମ୍ବର ବିଶିଷ୍ଟ ଯାତ୍ରୀବାହୀ ବସ ଗୁରୁବାର ଅପରାହ୍ନ ୩ ଟା ରେ କାଉଡୋଲା ବସଷ୍ଟାଣ୍ଡ ରେ ରହିବା ପରେ ହଠାତ ପଛ ଛକ ଇଞ୍ଜିନ ମଧ୍ୟରୁ ଧୂଆଁ ବାହାରୁଥିବା ଦେଖି ଡ୍ରାଇଭର ବସ ରେ ଥିବା ସମସ୍ତ ଯାତ୍ରୀ ଙ୍କୁ ସୁରକ୍ଷିତ ଭାବେ ବସ ରୁ ବାହାର କୁ ଯିବା କୁ କହିଥିଲେ। ବସ ରେ ଥିବା ସମସ୍ତ ଯାତ୍ରୀ ଭୟଭୀତ ହୋଇ ପଡ଼ିଥିଲେ। ଦମକଳ ବାହିନୀ ଆସି ପାଣି ସିଞ୍ଚନ କରିଥିଲେ।
Read More News
T & CPrivacy PolicyContact Us