Download Now Banner

This browser does not support the video element.

ନବରଙ୍ଗପୁର ପୋଲିସ ଷ୍ଟେସନ: ବ୍ରହ୍ମା କୁମାରୀ ଇଶ୍ୱରିୟ ବିଶ୍ଵ ବିଦ୍ୟାଳୟରେ ରକ୍ତ ଦାନ ଶିବିର ଅନୁଷ୍ଠିତ, ସଂଗ୍ରହ ହେଲା 58 ୟୁନିଟ୍ ରକ୍ତ

Nabarangapur PS, Nabarangpur | Aug 25, 2025
ବ୍ରହ୍ମା କୁମାରୀ ଇଶ୍ୱରିୟ ବିଶ୍ଵ ବିଦ୍ୟାଳୟରେ ରକ୍ତ ଦାନ ଶିବିର ଅନୁଷ୍ଠିତ, ସଂଗ୍ରହ ହେଲା 58 ୟୁନିଟ୍ ରକ୍ତ, ବିଶ୍ୱ ବିଦ୍ୟାଳୟର ଆନ୍ତର୍ଜାତୀୟ ମୁଖ୍ୟ ପ୍ରଶାସିକା ରାଜ ଯୋଗିନୀ ବ୍ରହ୍ମା କୁମାରୀ ଡଃ ଦାଦି ପ୍ରକାଶ ମଣି ଜୀ ଙ୍କ ୧୮ ତମ ପୁଣ୍ୟ ସ୍ମୃତି ଦିବସ ତଥା ବିଶ୍ଵ ଭାତୃତ୍ବ ଦିବସ ଉପଲକ୍ଷେ ଏକ ରକ୍ତ ଦାନ ଶିବିର ର ଆୟୋଜନ କରାଯାଇଥିଲା।ଏହି ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ADMO ଡ଼ଃ ମଳୟ ତ୍ରିପାଠୀ , ବ୍ରହ୍ମା କୁମାରୀ ନବରଙ୍ଗପୁର କେନ୍ଦ୍ର ସଂଚଳିକା ଵ୍ର କୁ ନମିତା, ଆର୍ ଏମ ସି ସେକ୍ରେଟାରୀ କପିଲେନ୍ଦ୍ର ସାସମଲ ପ୍ରମୁଖ ଯୋଗଦେଇଥିଲେ
Read More News
T & CPrivacy PolicyContact Us