Download Now Banner

This browser does not support the video element.

ଖଲ୍ଲିକୋଟ୍: ପର୍ଯ୍ୟଟକଙ୍କ ସୁବିଧା ପାଇଁ ମା' ତାରାତାରିଣୀଙ୍କ ପୀଠରେ ହେବ ତିନି ମହଲା ବିଶିଷ୍ଟ ଧର୍ମଶାଳା, ସମୀକ୍ଷା କଲେ ଗଞ୍ଜାମ ଜିଲ୍ଲାପାଳ

Khalikote, Ganjam | Aug 21, 2025
ଗଞ୍ଜାମ ଜିଲାପାଳ ଭି କିର୍ତ୍ତିଭାସନ ଆଜି ଅପରାହ୍ନ ସାଢ଼େ ୩ ଟା ସମୟରେ ଗଞ୍ଜାମ ଜିଲ୍ଲା ଅଧିଷ୍ଠାତ୍ରୀ ଦେୀବୀ ମା’ ତାରାତାରିଣୀଙ୍କ ପୀଠକୁ ଆସି ମନ୍ଦିର ପରିଷରରେ ଚାଲିଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟମାନ ବୁଲି ଦେଖିବା ସହ ବିଭିନ୍ନ ବିଭାଗୀୟ ଅଧିକାରୀ ମାନଙ୍କୁ ନେଇ ସମୀକ୍ଷା କରିଛନ୍ତି ।ଜିଲ୍ଲାପାଳ ଙ୍କ ଏହି ଗ୍ରସ୍ତ ସମୟରେ ଛତ୍ରପୁର ଉପଜିଲାପାଳ ଡ.ଶିବାଶିଶ ବରାଳ, ପୁରୁଷୋତ୍ତମପୁର ତହସିଲଦାର ବିନୋଦକୁମାର ବେହେରା, ଅତିରିକ୍ତ ତହସିଲଦାର ସଂଗିତା ସେଠୀ, ବିଡିଓ ଶରତକୁମାର ପାତ୍ର, ପୂର୍ତ୍ତବିଭାଗୀୟ ନିର୍ବାହୀଯନ୍ତ୍ରୀ ଶୁରେଶ କୁମାର ମିଶ୍ର ଉପସ୍ଥିତ ଥିଲେ ।
Read More News
T & CPrivacy PolicyContact Us