Install App
deogarhupdate
This browser does not support the video element.
ଦେବଗଡ: କେନ୍ଦୁପତ୍ରରେ ୫ ପ୍ରତିଶତ ଜିଏସଟି ହ୍ରାସ ଉପରେ ଦେବଗଡରେ ପ୍ରତିକ୍ରିୟା ରଖିଲେ କେନ୍ଦୁପତ୍ର କର୍ମଚାରୀ ସଙ୍ଘର ଦେବଗଡ ବନଖଣ୍ଡ ସମ୍ପାଦକ
Debagarh, Debagarh (Deogarh) | Sep 5, 2025
କେନ୍ଦୁପତ୍ରରେ ୫ ପ୍ରତିଶତ ଜିଏସଟି ହ୍ରାସ କରି କେନ୍ଦୁପତ୍ର ତୋଳାଳିଙ୍କୁ ବଡ ଉପହାର ଦେଇଛନ୍ତି କେନ୍ଦ୍ର ସରକାର । କେନ୍ଦୁପତ୍ର ଉପରେ ୧୮ ପ୍ରତିଶତରୁ ୫ ପ୍ରତିଶତ ହ୍ରାସ କରିଛନ୍ତି । ଏହାଦ୍ୱାରା କେନ୍ଦୁପତ୍ର ତୋଳାଳି ଉପକୃତ ହେବା ସହିତ କେନ୍ଦୁପତ୍ର ବିକ୍ରି ମଧ୍ୟ ବୃଦ୍ଧି ପାଇବ । ବିଶେଷ କରି କେନ୍ଦୁପତ୍ର ବିଭାଗ ଦେବଗଡ ବନଖଣ୍ଡ ଅଂଚଳରେ ହଜାର ହଜାର ଲୋକ କେନ୍ଦୁପତ୍ର ତୋଳି ନିଜର ଗୁଜୁରାଣ ମେଂଟାଉଥିବା ବେଳେ ସେମାନଙ୍କ ପାଇଁ ଏହା ଏକ ଖୁସି ଖବର ।
Share
Read More News
T & C
Privacy Policy
Contact Us
Your browser does not support JavaScript!