Download Now Banner

This browser does not support the video element.

ଅନୁଗୋଳ: ବାଳୁଅକଟା ଗ୍ରାମରେ ପୋଖରୀରେ ବୁଡି ନାବାଳକର ମୃତ୍ୟୁ

Anugul, Angul | Aug 31, 2025
ଅନୁଗୋଳ ବ୍ଲକ ସଦର ଥାନା ଅନ୍ତର୍ଗତ ବାଳୁଅକଟା ଗ୍ରାମରେ ପୋଖରୀରେ ବୁଡି ନାବାଳକର ମୃତ୍ୟୁ ହୋଇଛି। ମୃତ ନାବାଳକ ଜଣଙ୍କ ଅଶୋକ ସାହୁଙ୍କ ପୁଅ ରାହୁଲ ସାହୁ (୧୨) ବୋଲି ସୂଚନା ମିଳିଛି। ରାହୁଲ ସାଙ୍ଗ ମାନଙ୍କ ସହିତ ଗ୍ରାମରେ ଥିବା ପୋଖରୀରେ ଗାଧୋଉଥିବା ବେଳେ ପୋଖରୀରେ ବୁଡି ଯାଇଥିଲେ। ଏନେଇ ଅନ୍ୟ ସାଥି ମାନେ ପରିବାର ଲୋକଙ୍କୁ କହିବା ପରେ ଗ୍ରାମର କିଛି ଲୋକ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। କିନ୍ତୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଖବର ପାଇ ପୋଲିସ ପହଞ୍ଚି ଅପମୃତ୍ୟୁ ମାମଲା ରୁଜୁ କରି ପରିବାର ଲୋକଙ୍କୁ ହସ୍ତା
Read More News
T & CPrivacy PolicyContact Us