Install App
aarohipatra4
This browser does not support the video element.
ନବରଙ୍ଗପୁର ପୋଲିସ ଷ୍ଟେସନ: ମେଦନା ନିକଟରେ ଦୁଇ ବାଇକ ମଧ୍ୟରେ ଧକ୍କା ଜଣେ ଗୁରୁତର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି
Nabarangapur PS, Nabarangpur | Sep 7, 2025
ମେଦନା ନିକଟରେ ଦୁଇ ବାଇକ ମଧ୍ୟରେ ଧକ୍କା ଜଣେ ଗୁରୁତର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ସୂଚନା ଅନୁଯାୟୀ ଜଞ୍ଜୁ ଗୌଡ଼ ନାମକ ବ୍ୟକ୍ତି ନିଜ ବାଇକ ଯୋଗେ ଯାଉଥିବା ବେଳେ ମେଦନା ନିକଟରେ ବିପରୀତ ଦିଗ ରୁ ଆସୁଥିବା ଏକ ବାଇକ ସହ ତାଙ୍କର ଧକ୍କା ହେଇଥିଲା ଫଳରେ ସେ ତଳେ ପଡି ତାଙ୍କ ମୁହଁ ସହ ଶରୀର ର ବିଭିନ୍ନ ଜାଗା ରେ ପ୍ରବଳ କ୍ଷତ ସୃଷ୍ଟି ହେଇଛି
Share
Read More News
T & C
Privacy Policy
Contact Us
Your browser does not support JavaScript!