Download Now Banner

This browser does not support the video element.

ଯାଜପୁର: ଯାଜପୁର ଟାଉନ ସ୍ଥିତ କାର୍ଯ୍ୟାଳୟରେ ପାରା କ୍ରୀଡ଼ାବିତ ବିଭିନ୍ନ ସମସ୍ୟାକୁ ନେଇ ଜିଲ୍ଲାପାଳଙ୍କ ସହିତ ଆଲୋଚନା

Jajapur, Jajpur | Sep 12, 2025
ଯାଜପୁର ଟାଉନ ସ୍ଥିତ କାର୍ଯ୍ୟାଳୟରେ ପାରା କ୍ରୀଡ଼ାବିତ ବିଭିନ୍ନ ସମସ୍ୟାକୁ ନେଇ ଜିଲ୍ଲାପାଳଙ୍କ ସହିତ ଆଲୋଚନା l ବରିଷ୍ଠ ସମାଜସେବୀ ଦିବ୍ୟାଙ୍ଗ ବନ୍ଧୁ ମଣ୍ଟୁଙ୍କ ନେତୃତ୍ୱରେ ପାରା କ୍ରୀଡ଼ାବିତ ରାମଚନ୍ଦ୍ର ମୁଣ୍ଡା,ଶୁଚିସ୍ମିତା ମହାନ୍ତି, ଦମୟନ୍ତୀ ଓଝା ଓ ରାଜକିଶ୍ୱର ସାହୁ ଜିଲ୍ଲାପାଳ ଅମ୍ବର କୁମାର କରଙ୍କୁ ଭେଟିଥିଲେ l ଏହି କ୍ରୀଡ଼ାବିତ ମାନେ ପୂର୍ବରୁ ରାଜ୍ୟ ଓ ଜାତୀୟସ୍ତରରେ ସ୍ୱର୍ଣ୍ଣ ପଦକ ଜିତିଥିଲେ l ଆଜି ଏହି କ୍ରୀଡ଼ାବିତ ମାନେ ପାରା କ୍ରୀଡାର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ l ଏହି ସମସ୍ୟା ଦୂର ହେବ ବୋଲି ଜିଲ୍ଲାପାଳ ଶ୍ରୀ କର ପ୍ରତିଶୃତି ଦେଇଛନ୍ତି l
Read More News
T & CPrivacy PolicyContact Us