This browser does not support the video element.
ମୋହନା: ପୁଣି ଦାଦନ ଦୁଃଖ,ଖଜୁରୀପଦା ଗାଁ ର ସୁବାସ କେରଳ ରେ ମୃତ
Mohana, Gajapati | Sep 11, 2025
ପୁଣି ଦାଦନ ଦୁଃଖ, ସାପ୍ତାହକ ମଧ୍ୟରେ ଦୁଇ ଦୁଇଟି ଦାଦନ ଶ୍ରମିକ ମୃତ।ଗଜପତି ଜିଲ୍ଲା ମୋହନା ଥାନା ଖଜୁରୀପଦା ଗାଁରେ ଜଣେ ଦାଦନ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଆଜି ଦିନ ୧୧ ଘଣ୍ଟ ସମୟରେ ଦେଖିବାକୁ ମିଳିଛି।ଗାଁର ସୁବାସ ମଲ୍ଲିକ ନାମକ ଯୁବକ ଗତ କିଛି ମାସ ପୁର୍ବରୁ କେରଳ ର ପାଲାମ୍ ରେ ଏକ ହୋଟେଲ କାମ କରିବାକୁ ଯାଇଥିଲା l କାମ କରିବା ସମୟରେ ସେ ଅସୁସ୍ଥ ହୋଇ ପଡ଼ିଥିଲେ l ଗୁରୁତର ଅବସ୍ଥାରେ ତାଙ୍କୁ ମେଡ଼ିକାଲ ରେ