Install App
usr04050397
This browser does not support the video element.
କେନ୍ଦୁଝର ସହର: ଲଗାଣ ବର୍ଷାରେ କେନ୍ଦୁଝରଗଡ଼ ପୌରପାଳିକାର ସ୍ପଞ୍ଜ କଲୋନୀ, ଗ୍ରାମଶ୍ରୀ କଲୋନୀ ଓ ସହର ନିକଟ ଭାଲୁକିପାତଳା ୩ନମ୍ବର ଲେନ୍ ରାସ୍ତାରେ ପାଣି
Kendujhar Town, Kendujhar | Aug 24, 2025
ଲଗାଣ ବର୍ଷା ରେ କେନ୍ଦୁଝରଗଡ଼ ପୌରପାଳିକାର ସ୍ପଞ୍ଜ କଲୋନୀ, ଗ୍ରାମଶ୍ରୀ କଲୋନୀ ଓ ସହର ନିକଟ ଭାଲୁକିପାତଳା ୩ନମ୍ବର ଲେନ୍ ର ରାସ୍ତାରେ ପାଣି ଜମିବା ସହ , ଲୋକଙ୍କ ଘରେ ପାଣି ପସିଯିବା କାରଣରୁ ନାହିଁ ନଥିବା ହଇରାଣ ହେଉଛନ୍ତି । ଏହିସବୁ ସ୍ଥାନରେ Drainage ବ୍ୟବସ୍ଥା ନଥିବା କାରଣରୁ ବର୍ଷାଦିନେ ଲୋକଙ୍କର ସମସ୍ୟା ବଢ଼ିଯାଉଛି ।
Share
Read More News
T & C
Privacy Policy
Contact Us
Your browser does not support JavaScript!