This browser does not support the video element.
ବିଜେପୁର: ସମସ୍ୟା ଘେର ରେ ତାଲପାଲି ଗ୍ରାମ#Janasamasya
Bijepur, Bargarh (Baragarh) | Aug 22, 2025
ସମସ୍ୟା ଘେର ରେ ତାଲପାଲି ଗ୍ରାମ ବରଗଡ ଜିଲ୍ଲା ଗାଇସିଲେଟ ବ୍ଲକ ତାଲପାଲି ଗ୍ରାମ ରେ ଏବେ ବି ସମସ୍ୟା ବହୁତ, ମୁଖ୍ୟ ସମସ୍ୟା ପିଇବା ପାଣି, ଅଙ୍ଗନବାଡି କେନ୍ଦ୍ର ବିଦ୍ୟୁତ ସମସ୍ୟା, ରାସ୍ତା ଘାଟ ଇତ୍ୟାଦି ଅନେକ ସମସ୍ୟା ଅଛି, ଏହି ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ, ମୁଖ୍ୟତଃ ମହିଳା ଗୋଷ୍ଠୀ