Download Now Banner

This browser does not support the video element.

ନୟାଗଡ: ବଜେନ୍ଦ୍ର ହାଇସ୍କୁଲ୍ ପରିସରରେ ଗୁରୁପୁଜନ ଉସବ କାର୍ଯ୍ୟକ୍ରମ ଅନୁଷ୍ଠିତ ଯୋଗଦେଲେ ଦୁଇ ବିଧାୟକ

Nayagarh, Nayagarh | Sep 7, 2025
ଗୁରୁପୁଜନ ଉସବ କାର୍ଯ୍ୟକ୍ରମ ଅନୁଷ୍ଠିତ। ସୂଚନା ମୁତାବକ ଆଜି ପୂର୍ବାହ୍ନ 11 ଘଟିକା ସମୟରେ ବଜେନ୍ଦ୍ର ହାଇସ୍କୁଲ୍ ପରିସରରେ ଗୁରୁପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଆଜିର କାର୍ଯ୍ୟକ୍ରମ ରେ ଶ୍ରୀଯୁକ୍ତ ଅଲେଖ ବେହେରା ସାର ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଆଜିର କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ନିର୍ବାଚନ ମଣ୍ଡଳୀର ବିଧାୟକ ଡ. ଅରୁଣ କୁମାର ସାହୁ ଉପସ୍ଥିତ ରହିଥିଲେ ତତ୍ ସହିତ ଆଜିର କାର୍ଯ୍ୟକ୍ରମ ରେ ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ବିଧାୟକ ରମେଶ ବେହେରା ଉପସ୍ଥିତ ରହିଥିଲେ।
Read More News
T & CPrivacy PolicyContact Us