Download Now Banner

This browser does not support the video element.

ଉଦଳା: ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଖୋଲିଲା କାଳ ଡ଼୍ୟାମର ଗୋଟିଏ ଗେଟ୍ ସ୍ଥିତି ଅନୁଧ୍ୟାନ କରି ଖୋଲିବେ ସୋନ ଡ଼୍ୟାମର ଗେଟ୍

Udala, Mayurbhanj | Sep 25, 2024
ଖୋଲିଲା କାଳ ଡ୍ୟାମ ଗେଟ। ଉପରମୁଣ୍ଡରେ ଲଗାଣ ବର୍ଷା କାରଣରୁ ବଢିଲା ଡ୍ୟାମର ଜଳସ୍ତର। ଯାହାକୁ ନେଇ ଖୋଲାଯାଇଛି ଡ୍ୟାମର ଗୋଟିଏ ଗେଟ। ଡ୍ୟାମର ବିପଦ ସଂକେତ ୭୭. ୭୦ ମିଟର ଥିବା ବେଳେ ଲଗାଣ ବର୍ଷା କାରଣରୁ ବିପଦ ସଂକେତ ଛୁଇଁବାରୁ ଡ୍ୟାମର ଜଳସ୍ତର କମାଇବା ପାଇଁ ଏଭଳି ପ୍ରୟାସ କରାଯାଇଛି। ଡ୍ୟାମର ଗେଟ ଦେଇ ଏବେ ୩୭. ୨୪ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ଗୋଟିଏ ଗେଟର ୧ ମିଟର ଖୋଲାଯାଇଛି । ଏବେ ଗେଟ ମଧ୍ୟ ଦେଇ ୭୨. ୨୩ କ୍ୟୁମେକ୍ସ ଜଳ ନିଷ୍କାସିତ ହେଉଛି। ଲଘୁଚାପ ପ୍ରଭାବରେ ବର୍ଷା ଜାରି ରହିଥିବାରୁ ଏହାକୁ ନଜରରେ ରଖି ସୁନେଇ ଡ୍ୟାମର ମଧ୍ୟ ଗୋଟିଏ ଗେଟ ଖୋଲାଯିବ ବୋଲି କହିଛନ୍ତି
Read More News
T & CPrivacy PolicyContact Us