This browser does not support the video element.
ପୁରୀ ମ୍ୟୁନିସିପାଲଟି: ପୁରୀ ରେ ଅପରାଧ ମୁକ୍ତ ଲାଗି ପୋଲିସ ମୁଖ୍ୟ କାର୍ଯ୍ୟକ୍ରମ ରେ ପୁରୀ ଏସ୍ପି ଙ୍କ ସାମ୍ବାଦିକ ସମିଳନୀ l
Puri M, Puri | Sep 5, 2025
ବିଭିନ୍ନ ଅପରାଧ ରେ ଜଡିତ ଥିବା ଅପରାଧୀ ଙ୍କ ଉପରେ ପୁରୀ ପୋଲିସ ର ଦୃଢ଼ କାର୍ଯ୍ୟାନୁଷ୍ଠାନ l ପୁରୀ ର ବିଭିନ୍ନ ଥାନା ପକ୍ଷରୁ ମିଳିତ ଚଢ଼ାଉ କରାଯାଇ ଅପରାଧୀ ଙ୍କୁ ଗିରଫ କରାଯାଇଛି l ଆଗକୁ ପାର୍ବଣ ରହିଛି ପୁରୀ ରେ ସୁରକ୍ଷା ବ୍ୟବସ୍ଥା କୁ କଡାକଡି କରିଛି ପୁରୀ ପୋଲିସ l ବିଭିନ୍ନ ଥାନା ଅଧିକାରୀ ଙ୍କ ମିଳିତ ଚଢ଼ାଉ ରେ ଅପରାଧ ଘଟାଉ ଥିବା ଅପରାଧୀ ଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି ପୁରୀ ପୋଲିସ l ଆଜି ଦିନ 11 ସମୟରେ ପୋଲିସ ମୁଖ୍ୟ କାର୍ଯ୍ୟାଳୟ ରେ ପୁରୀ ଏସ୍ପି ସାମ୍ବାଦିକ ସମିଳନୀ ରେ ସୂଚନା ଦେଇଛନ୍ତି l