This browser does not support the video element.
ପରଜଙ୍ଗ: ଆଳତୁମା ଛକରେ ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟିଲା ଯାତ୍ରୀବାହୀ ଅଟୋ, ଡ୍ରାଇଭର ସମେତ ୫ ଗୁରୁତର
Parajang, Dhenkanal | Aug 23, 2025
ଆଲତୁମା ଛକ ଠାରେ ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟିଲା ଯାତ୍ରୀ ବାହୀ ଅଟୋ। ଡ୍ରାଇଭର ସମେତ ୫ ଜଣ ଗୁରୁତର କାମାକ୍ଷାନଗର ଥାନା ଆଳତୁମା ଗାଁ ନିକଟରେ ଶନିବାର ଅପରାହ୍ନ ୫ଟାରେ ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟିଲା ଯାତ୍ରୀ ବାହୀ ଅଟୋ। ଅଟୋ ଓଲଟି ଡ୍ରାଇଭରଙ୍କ ସମେତ ୫ ଜଣ ଗୁରୁତର ହୋଇଛନ୍ତି। ଗୁରୁତର ମାନେ ବଡ଼ଝରା ଗାଁର ସଂଜୀବ କୁମାର ସାହୁ, ତପି ଦେହୁରୀ,ପ୍ରିୟାଂଶୁ ଦେହୁରୀ, ଶୁଭଲକ୍ଷ୍ମୀ ଦେହୁରୀ ଓ ଅନନ୍ୟା ଦେହୁରୀ। ଗୁରୁତରଙ୍କ ମଧ୍ୟରେ ୩ ଜଣ ଶିଶୁ ରହିଛନ୍ତି। ସମସ୍ତେ ମହୁଲପାଳ ଗାଁରେ ଝିଅ ଛାଡି ପରଜଙ୍ଗ ଥାନା ବଡ଼ଝରା ଗାଁକୁ ଫେରୁଥିବା ବେଳେ ଘଟିଛି ଦୁର୍ଘଟଣା। ସମସ୍ତ ଗ