Install App
khabaraebeebe
This browser does not support the video element.
ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ବ୍ୟବସାୟୀ ଙ୍କୁ 14ଲକ୍ଷ 55ହଜାର ଟଙ୍କା ଠକେଇ ଘଟଣା, ଆଉ ଜଣେ ଅଭିଯୁକ୍ତ କୁ ଗିରଫ ନେଇ VSS ନଗର ସାଇବର ଥାନାରେ ଡିସିପିଙ୍କ ପ୍ରତିକ୍ରିୟା
Bhubaneswar M Corp, Khordha | Aug 30, 2025
ଜଷ୍ଟ ଡାଇଲ ଫେକ୍ ଆକାଉଣ୍ଟ କରି ବଡ ବଡ ବ୍ୟବସାୟୀ ମାନଙ୍କୁ ଟାର୍ଗେଟ କରୁଥିଲେ । 14 ଲକ୍ଷ 55 ହଜାର ତାଙ୍କ ଠକେଇ କରି ନେଇଥିଲେ ଠକ୍ । ପୂର୍ବରୁ ସୁରତ ରୁ ଟ୍ଟିନି ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଆଜି ଆଉ ଜଣଙ୍କୁ ଗୁଜୁରାଟରୁ ଗିରଫ କରାଯାଇଛି । ମିଲନ ଚୌହାନ ନାମକ ଏହି ସାଇବର ଠକ୍ କୁ ଗିରଫ କରାଯାଇଛି । ଫେକ ଆକାଉଣ୍ଟ କରି ବ୍ୟବସାୟୀଙ୍କୁ ଚୁନା ଲଗାଇ କୋଟି କୋଟି ଟଙ୍କା ନେଇଯାଇଥିଲେ ଏହି ଠକ୍ ମାନେ । ଗୁଜୁରାଟ ପୋଲିସ୍ ସହାୟତାରେ ଭୁବନେଶ୍ୱର ସାଇବର ଥାନା ପୋଲିସକୁ ମିଳିଛି ସଫଳତା ।
Share
Read More News
T & C
Privacy Policy
Contact Us
Your browser does not support JavaScript!