Download Now Banner

This browser does not support the video element.

ଦେବଗଡ: ନୂଆଭୂଇଁ ଗ୍ରାମରେ କୀଟନାଶକ ଔଷଧ ଖାଇ ଯୁବକ ଗୁରୁତର

Debagarh, Debagarh (Deogarh) | Sep 11, 2025
ଦେବଗଡ ଜିଲ୍ଲା ନୂଆଭୂଇଁ ଗ୍ରାମରେ କୀଟନାଶକ ଔଷଧ ଖାଇ ଜଣେ ଯୁବକ ଗୁରୁତର ଥିବା ଜଣାପଡିଛି । ଗୁରୁତର ଯୁବକ ସେହି ଗ୍ରାମର ପୁନ୍ୟ ଭୋଇ ବୋଲି ଜଣାପଡିଛି । କୌଣସି କାରଣକୁ କେନ୍ଦ୍ର କରି ସେ ଘରେ ଥିବା କୀଟନାଶକ ଔଷଧ ଖାଇ ଗୁରୁତର ହୋଇ ପଡିଥିଲେ । ପରିବାର ଲୋକ ଏହା ଜାଣିବା ପରେ ତାଙ୍କୁ ଉଦ୍ଧାର କରି ଆଜି ସନ୍ଧ୍ୟାରେ ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିବା ବେଳେ ରାତି ୯ ଟା ପର୍ଯ୍ୟନ୍ତ ତାଙ୍କ ଚିକିତ୍ସା ଜାରି ରହିଥିବା ଜଣାପଡିଛି ।
Read More News
T & CPrivacy PolicyContact Us