This browser does not support the video element.
ଅନୁଗୋଳ: ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଛଅ ଦଫା ଦାବିପତ୍ର ପ୍ରଦାନ କରି ପ୍ରତିକ୍ରିୟା ରଖିଲେ ପ୍ରଭାତ ବେହେରା
Anugul, Angul | Sep 10, 2025
ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଛଅ ଦଫା ଦାବୀ ପତ୍ର ପ୍ରଦାନ କରିଛନ୍ତି ଏସସି ଏସଟି ଜଏଣ୍ଟ ଆକ୍ସନ କମିଟି। ସେମାନଙ୍କର କହିବା ଅନୁଯାୟୀ ଏସ ସି ଏସ ଟି ମାନଙ୍କର ଯେଉଁ କେସ ହେଲେ ପୂର୍ବରୁ ଡିଏସପି କିମ୍ବା ଉପରିସ୍ଥ ଅଧିକାରୀ ମାନେ ତଦନ୍ତ କରୁଥିଲେ। କିନ୍ତୁ ରାଜ୍ୟ ସରକାର ବିଜ୍ଞପ୍ତି ଜାରି କରିଛନ୍ତି କି ଏହି କେସ ଗୁଡିକରେ ଜଣେ ସବ ଇନ୍ସପେକ୍ଟର କିମ୍ବା ଇନ୍ସପେକ୍ଟର ତଦନ୍ତ କରି ପାରିବ ଏହାକୁ ବିରୋଧ କରି ଅନୁଗୋଳ ଶାଖା ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।