Download Now Banner

This browser does not support the video element.

ସୁକିନ୍ଦା: କୋଇଲ ଗ୍ରାମ ପାଖ ପାହାଡ଼ ଝରଣାରେ ମୃତ୍ୟୁବରଣ କରିଥିବା ଯୁବକଙ୍କ ପରିବାର ନିକଟରେ ପହଞ୍ଚିଲେ ପୂର୍ବତନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ

Sukinda, Jajpur | Aug 24, 2025
ସୁକିନ୍ଦା ବ୍ଲକ୍ ଅନ୍ତର୍ଗତ ଲେମ୍ବୋ ପଞ୍ଚାୟତର କାଞ୍ଜିଆପାଳ ଗାଁର ଶମ୍ଭୁ ପ୍ରଧାନ ଓ ବନ୍ଧଗାଁ ପଞ୍ଚାୟତ କୋଇଲ ଗ୍ରାମର ଇଂ. ମାନସ ମହାନ୍ତ ଏହି ଦୁଇଜଣ ଯୁବକ କୋଇଲ ଗାଁ ପାଖରେ ଥିବା ମହାଗିରୀ ପାହାଡ଼ ଝରଣା ଖୋଲରେ ଗାଧେଇବା ବେଳେ ଦୁର୍ଭାଗ୍ୟବଶତଃ ପାହାଡ଼ରୁ ଖସି ଜୀବନ ହାରାଇଥିବା ଦୁଃଖଦ ଖବର ପାଈ ରବିବାର ଅପରାହ୍ନ 4 ଘଟିକା ସମୟରେ ପୂର୍ବତନ ମନ୍ତ୍ରୀ ପ୍ରିତିରଞ୍ଜନ ଘଡାଇ ଗ୍ରାମ ସ୍ମଶାନ ଘାଟରେ ପହଁଚି, ଅମର ଆତ୍ମାର ସଦଗତି କାମନା କରିବା ସହିତ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଦେଇଥିବା ଦେଖିବାକୁ ମିଳିଛି ।
Read More News
T & CPrivacy PolicyContact Us