This browser does not support the video element.
ନୟାଗଡ: ନୟାଗଡ ବ୍ଲକ୍ ସଭା ଗୃହରେ ଓଡ଼ିଆ କୃଷକ ସଭା AIKS କମିଟି ପକ୍ଷରୁ ବ୍ଲକ ଉନ୍ନୟନ ଅଧିକାରୀ ଙ୍କ ଜରୀଆରେ ମୁଖ୍ୟ ମନ୍ତ୍ରୀଙ୍କୁ ଦାବି ପତ୍ର ପ୍ରଦାନ
Nayagarh, Nayagarh | Aug 30, 2025
ଓଡ଼ିଆ କୃଷକ ସଭା AIKS ନୟାଗଡ କମିଟି ପକ୍ଷରୁ ବ୍ଲକ ଉନ୍ନୟନ ଅଧିକାରୀ ଙ୍କ ଜରୀଆରେ ମୁଖ୍ୟ ମନ୍ତ୍ରୀଙ୍କୁ ଦାବି ପତ୍ର ପ୍ରଦାନ। ସୂଚନା ମୁତାବକ ଆଜି ପୂର୍ବାହ୍ନ 11 ଘଟିକା ସମୟରେ ନୟାଗଡ଼ ବ୍ଲକ୍ ସଭା ଗୃହ ପରିସରରେ ବିଭିନ୍ନ ଦାବି ନେଇ ଓଡ଼ିଆ କୃଷକ ସଭା AIKS ନୟାଗଡ କମିଟି ପକ୍ଷରୁ ବ୍ଲକ ଉନ୍ନୟନ ଅଧିକାରୀ ଙ୍କ ଜରୀଆରେ ମୁଖ୍ୟ ମନ୍ତ୍ରୀଙ୍କୁ ଦାବି ପତ୍ର ପ୍ରଦାନ। ସୂଚନା ଥାଉକି ମଣ୍ଡିରେ ଧାନ ଦେବା ପାଇଁ ପଞ୍ଜିକରଣ ସମୟ ସୀମା ଆଉ ୧ମାସ ବୃଦ୍ଧି କରାଯାଉ।,ମଣ୍ଡିରେ ସମସ୍ତ ପ୍ରକାରର ଚାଷୀ ପଞ୍ଜିକରଣ କରିଲା ଭଳି ନିୟମକୁ ସରଳିକରଣ କରାଯାଉ ଓ ଅଭାବୀ ବିକ୍ରି ବନ୍ଦ କରାଯାଉ । ଭାଗଚାଷୀ