This browser does not support the video element.
ବୌଦ୍ଧ ସଦର: କରଡାକଠା ନିକଟରେ ଦୁର୍ଘଟଣାରେ ମୃତ ପିକପ୍ ଡ୍ରାଇଭରଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର
Baudh Sadar, Boudh (Bauda) | Aug 31, 2025
ରବିବାର କରଡାକଠା ନିକଟରେ ଭାରସାମ୍ୟ ହରାଇ ପିକପ୍ ଦୁର୍ଘଟଣାରେ ମୃତ ଡ୍ରାଇଭରଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରିଛି ପୁରୁଣା କଟକ ପୋଲିସ l ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳ 8.30 ମିନିଟ ସମୟରେ ଜାତୀୟ ରାଜପଥ ନଂ 57 ର ପୁରୁଣା କଟକ କରଡ଼lକଠା ଗ୍ରାମ ନିକଟରେ ବୌଦ୍ଧ ପଟରୁ ଭୁବନେଶ୍ବର ଅଭିମୁଖେ ଯାଉଥିବା ଏକ ପିକପ୍ ଭାରସାମ୍ୟ ହରାଇ ରାସ୍ତା କଡ଼ର ଗଛକୁ ଧକ୍କା ଦେଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା | ଫଳରେ ପିକପ୍ ଡ୍ରାଇଭର ଗୁରୁତର ଆହତ ହୋଇଥିଲେ ଓ ପୁରୁଣା କଟକ ଡାକ୍ତର ମୃତ ଘୋଷଣା କରିଥିଲେ |