Download Now Banner

This browser does not support the video element.

ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ନାବାଳିକାଙ୍କୁ ଦୁଷ୍କର୍ମ ମାମଲା, ଅଭିଯୁକ୍ତ କୁ 7 ବର୍ଷ ସଶ୍ରମ କାରଦଣ୍ଡ ନେଇ ଭୁବନେଶ୍ୱର କୋର୍ଟରେ ପ୍ରତିକ୍ରିୟା ରଖିଲେ ସରକାରୀ ଓକିଲ

Bhubaneswar M Corp, Khordha | Sep 1, 2025
ପୀଡିତା ଙ୍କୁ ମିଳିଲା ତ୍ୱରିତ ନ୍ୟାୟ | ଦୁଷ୍କର୍ମ ମାମଲାରେ ଦୁଇ ମାସ ମଧ୍ୟରେ ରାୟ ଶୁଣାଇଲେ ଭୁବନେଶ୍ୱର ପୋକ୍ସ କୋର୍ଟ | ଅଭିଯୁକ୍ତ ପ୍ରଦ୍ୟୁମ୍ନ ମଲିଆ ଙ୍କୁ 7 ବର୍ଷ ସଶ୍ରମ କାରାଦଣ୍ଡ ଶହ 10 ହଜାର ଟଙ୍କା ଜୋରିମାନା ନିର୍ଦେସ | ଜୋରିମାନା ଅନାଦେୟ ଅଧିକ 6ମାସ ସଶ୍ରମ କାରା ଦଣ୍ଡ | 03.06.2025 ରେ କପିଳେଶ୍ଵର ମନ୍ଦିର ରେ ଜଣେ ନାବାଳିକା ଙ୍କୁ ଅଭିଯୁକ୍ତ ସେବାୟତ ଟାଣି ନେଇ ଦୁଷ୍କର୍ମ କରିଥିଲେ | 14ଜଣ ସାକ୍ଷୀ ଓ ଦସ୍ତା ବିଜ ଆଧାର ରେ ରାୟ ଶୁଣାଇଛନ୍ତି |
Read More News
T & CPrivacy PolicyContact Us