Download Now Banner

This browser does not support the video element.

ବିଜେପୁର: ବରପାଲି ଏନ୍ଏ ସି ରେ ଅନୁଷ୍ଠିତ ସ୍ୱାଯତ୍ତ ଶାସନ ଦିବସ ପାଳନ ଅବସରରେ ଯୋଗଦେଲେ ବିଧାୟକ

Bijepur, Bargarh (Baragarh) | Aug 31, 2025
ବରପାଲି NAC ରେ ଅନୁଷ୍ଠିତ ସ୍ୱାଯତ୍ତ ଶାସନ ଦିବସ ପାଳନ ଅବସରରେ ଯୋଗଦେଇ ପ୍ରତ୍ୟେକ କାଉନସେଲର ସଭ୍ୟ ଓ ସଭ୍ୟା ମାନଙ୍କୁ ଏକତ୍ରିତ ହୋଇ ସହରର ବିକାଶ ଦିଗରେ ଧ୍ୟାନ ଦେବା ପାଇଁ ପରାମର୍ଶ ଦେଲେ ମାନ୍ୟବର ବିଜେପୁର ବିଧାୟକ ଶ୍ରୀଯୁକ୍ତ ସନତ କୁମାର ଗଡତିଆ l
Read More News
T & CPrivacy PolicyContact Us