Download Now Banner

This browser does not support the video element.

ବିଞ୍ଝାରପୁର: ଜିଲ୍ଲାରେ ଅନେକ ବିଜେଡି ଲୋକ ପ୍ରତିନିଧି ଦଳ ଛାଡି ବିଜେପି ରେ ମିଶିବାକୁ ନେଇ ବିଂଝାରପୁରରେ ପତିକ୍ରିୟା ଦେଲେ ପୂର୍ବତନ ଜିଲ୍ଲା ପରିଷଦ

Binjharpur, Jajpur | Sep 11, 2025
ଜିଲ୍ଲାରେ ଅନେକ ବିଜେଡି ଲୋକ ପ୍ରତିନିଧି ଦଳ ଛାଡି ବିଜେପି ରେ ମିଶିବାକୁ ନେଇ ବିଂଝାରପୁରରେ ପତିକ୍ରିୟା ଦେଲେ ପୂର୍ବତନ ଜିଲ୍ଲା ପରିଷଦ ବିଷ୍ଣୁ ଚରଣ ମହାପାତ୍ର l ପ୍ରକାଶ ଯୋଗ୍ୟ ଗତ କିଛିଦିନ ହେବ ଯାଜପୁର ଜିଲ୍ଲାର ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ଲୋକ ପ୍ରତିନିଧି ମାନେ ବିଜେଡି ଦଳ ଛାଡି ବିଜେପି ଦଳରେ ମିଶୁଥୁବା ଦେଖିବାକୁ ମିଳୁଛି l
Read More News
T & CPrivacy PolicyContact Us