Download Now Banner

This browser does not support the video element.

ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ବଡଗଡ଼ ଥାନା ବାଙ୍କୁଆଳ ଅଞ୍ଚଳରୁ 3କେଜି ଗଞ୍ଜେଇ ଜବତ, 3ଜଣଙ୍କୁ ଗିରଫ କଲା ଅବକାରୀ ଥାନା ପୋଲିସ

Bhubaneswar M Corp, Khordha | Sep 4, 2025
ବଡଗଡ଼ ଥାନା ବାଙ୍କୁଆଳ ଅଞ୍ଚଳରୁ 3କେଜି ଗଞ୍ଜେଇ ଜବତ, 3ଜଣଙ୍କୁ ଗିରଫ କଲା ଅବକାରୀ ଥାନା ପୋଲିସ | ଆଜି 4.32 ରେ ଅବକାରୀ ଥାନା ପୋଲିସ, STF, NCB, BMC ଏବଂ ବଡଗଡ଼ ଥାନା ପୋଲିସ ମିଳିତ ଭାବରେ ବାଙ୍କୁଆଳ ଅଞ୍ଚଳରେ ଚଢ଼ଉ କରିଥିଲେ | ସେଠାରୁ 3କେଜି ଗଞ୍ଜେଇ ଜବତ କରିଥିଲେ ଏବଂ ୩ ଜଣ ଅଭିଯୁକ୍ତ ଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲେ | ଗିରଫ ଅଭିଯୁକ୍ତ ମାନେ ହେଲେ ଶିବାନନ୍ଦ ସାହାଣୀ, ପ୍ରଫୁଲ ବେହେରା ଏବଂ ଭରତ ମଲିକ | ଗଞ୍ଜେଇ ଗୁଡିକୁ ଛୋଟ ଛୋଟ ଛୋଟ ପୁଡିଆ କରି ବିକ୍ରି କରି ଆସୁଥିଲେ | ଗୁଇନ୍ଦା ସୂତ୍ର ଆଧାରରେ ରେଡ ହୋଇଥିଲା |
Read More News
T & CPrivacy PolicyContact Us