This browser does not support the video element.
ପୁରୀ ମ୍ୟୁନିସିପାଲଟି: ଟ୍ରେନରେ ଅପରାଧ ଘଟାଇବା ଯୋଜନା କରୁଥିବା 4ଜଣ ଅସାମାଜିକ ଯୁବକ ଜିଆରପି ଦ୍ୱାରା ଗିରଫ ସହ କୋର୍ଟ ଚାଲାଣ
Puri M, Puri | Jun 1, 2025
ଟ୍ରେନରେ ଅପରାଧ ଘଟାଇବା ଯୋଜନା କରୁଥିବା 4ଜଣ ଅସାମାଜିକ ଯୁବକ ଜିଆରପି ଦ୍ୱାରା ଗିରଫ ସହ କୋର୍ଟ ଚାଲାଣ l ଅଭିଯୁକ୍ତ ମାନେ ହେଲେ ଡେଲାଙ୍ଗ ଥାନା ଅଂଚଳର ଦିଲ୍ଲୀପ ଜେନା 35, ଖୋର୍ଦ୍ଧା ଗୁରୁଜଙ୍ଗର ପ୍ରଫୁଲ୍ଲ ଓରଫ ବାବୁଲା ବାରିକ 35, ଗଞ୍ଜାମ ଜିଲ୍ଲା ଚମାଖଣ୍ଡି ଥାନା ଅନ୍ତର୍ଗତଜଗନ୍ନାଥ ପୁରର ପପୁନ ଓରଫ ସଞ୍ଜୟ ସେଠୀ 22 ଓବ୍ରହ୍ମପୁର ବିଲସାହିର ମନୋଜ ବେହେରା 20 l ଅଭିଯୁକ୍ତଙ୍କ ନିକଟରୁ 20ଟି ଦାମୀ ମୋବାଇଲ, ୨ଟି ଛୁରୀ, ଲଙ୍କାଗୁଣ୍ଡ ପ୍ୟାକେଟ, 4ଟି କଳା ରଙ୍ଗର ମାକ୍ସ, 4ଟି ଟ୍ରେନ ଟିକେଟ, ସିଗାରେଟ, ଆସ୍କା୍ଫର୍ଟି ବୋତଲ ଓ ରେଳ ଷ୍ଟେସନ ମ୍ୟାପ ଜବତ କରା lଯାଇଛି l