Download Now Banner

This browser does not support the video element.

ହିଞ୍ଜିଳି: ଦୀର୍ଘ 25ବର୍ଷ ଧରି ଭାଙ୍ଗି ପଡିରହିଥିବା ଦାରୁଭଦ୍ରା ଗ୍ରାମପଞ୍ଚାୟତ ର ନିମିଗାଁ ର କୋଠିଶାଳ ଗୃହ ନିର୍ମାଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ

Hinjili, Ganjam | Sep 24, 2025
ଦୀର୍ଘ 25ବର୍ଷ ଧରି ଭାଙ୍ଗି ପଡିରହିଥିବା ଦାରୁଭଦ୍ରା ଗ୍ରାମପଞ୍ଚାୟତ ର ନିମିଗାଁ ର କୋଠିଶାଳ ଗୃହ ହିଞ୍ଜିଳି ବିଧାୟକ ପାର୍ଥି ତଥା ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ଶିଶିର ମିଶ୍ର ଙ୍କ ଦ୍ୱାରା ଭିତ୍ତି ପ୍ରସ୍ତର ସ୍ଥାପନ l ଏହି କାର୍ଯ୍ୟରେ ସରପଞ୍ଚ ଶ୍ରୀ ବିକାଶ ସେଠୀ, ୱାର୍ଡ ସଭ୍ୟ କୈଳାଶ ବେହେରା, ୱାର୍ଡ ସଭ୍ୟା ଆର. ଗୀତାଞ୍ଜଳି ଙ୍କ ପ୍ରତିନିଧି ସୁଦାମ,ଅନ୍ତର୍ଯ୍ୟାମୀ ନିମିଗାଁ ର ବିଜେପି ବହୁ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ.
Read More News
T & CPrivacy PolicyContact Us