Install App
khabar24pintu
This browser does not support the video element.
କଟକ ପୌରାଞ୍ଚଳ: ଏକ ଡାଲା ଅଟୋରେ ଅମାନୁଷିକ ଭାବରେ ଗୋରୁ ଚାଲାଣ କରୁଥିବା ଜଣେ ଅଟୋ ଚାଳକକୁ ଟାଙ୍ଗୀ ଅଞ୍ଚଳରୁ ପୁଲିସ ଗିରଫ କରିଛି।
Cuttack M Corp PS, Cuttack | Aug 25, 2025
ଏକ ଡାଲା ଅଟୋରେ ଅମାନୁଷିକ ଭାବରେ ଗୋରୁ ଚାଲାଣ କରୁଥିବା ଜଣେ ଅଟୋ ଚାଳକକୁ ସୋମବାର ସନ୍ଧ୍ୟା ୬ଟାରେ ଟାଙ୍ଗୀ ପୁଲିସ ଗିରଫ କରିଛି। ଗିରଫ ଅଟୋଚାଳକଙ୍କ ନାମ ଶଙ୍କର ସାହୁ ଓ ତାଙ୍କ ଘର ଟାଙ୍ଗୀ ଥାନା ମାଗୁରା ଗ୍ରାମରେ ବୋଲି ଜଣାପଡ଼ିଛି।
Share
Read More News
T & C
Privacy Policy
Contact Us
Your browser does not support JavaScript!