This browser does not support the video element.
ଅନୁଗୋଳ: ନାଲକୋ ଅଞ୍ଚଳରେ ଅଜଣା ଗାଡି ଧକ୍କାରେ ଜଣେ ଗୁରୁତର
Anugul, Angul | Aug 31, 2025
ଅନୁଗୋଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ନାଲକୋ ଅଞ୍ଚଳରେ ଅଜଣା ଗାଡି ଧକ୍କାରେ ଜଣେ ବ୍ୟକ୍ତି ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଗୁରୁତର ବ୍ୟକ୍ତି କାଣ୍ଡଶର ଗ୍ରାମର ତରୁଣ ସାହୁ (୫୫) ବୋଲି ସୂଚନା ମିଳିଛି। ତରୁଣ ସ୍କୁଟି ଧରି ନାଲକୋ ଅଞ୍ଚଳକୁ ବୁଲିବାକୁ ଯାଇଥିବା ବେଳେ ଏକ ଅଜଣା ଗାଡି ଧକ୍କା ଦେଇ ତାଙ୍କୁ ପଳାଇ ଯାଇଥିଲା। ଫଳରେ ସ୍ଥାନୀୟ ଲୋକମାନେ ପ୍ରଥମେ ଗୁରୁତର ଅବସ୍ଥାରେ ନାଲକୋ ମେଡ଼ିକାଲରେ ଭର୍ତ୍ତି କରିଥିଲେ।ପରେ ସେଠାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରି ଚିକିତ୍ସା କରୁଛନ୍ତି। ତରୁଣଙ୍କ ଗୋଡ, କାନ ଓ ମୁଣ୍ଡରେ ଆଘାତ ଲାଗିଛ