Download Now Banner

This browser does not support the video element.

ଭୋଗରାଇ: ଦେହୁର୍ଦ୍ଦା ଓ ଦେଉଳା ରେ ଗାନ୍ଧୀ ଜୟନ୍ତୀ ପାଳିତ,ଯୋଗ ଦେଲେ ଭୋଗରାଇ ବିଧାୟକ

Bhograi, Balasore | Oct 2, 2025
ପବିତ୍ର ଗାନ୍ଧୀ ଜୟନ୍ତୀରେ ଆମ ଭୋଗରାଇର ଦେହୁର୍ଦ୍ଦା ପଞ୍ଚାୟତ କାର୍ଯ୍ୟାଳୟ ଓ ଦେଉଳା ହାଟରେ ଥିବା ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ଦେଶର ସ୍ଵାଧୀନତା ସଂଗ୍ରାମ ଏବଂ ଏକ ଶୋଷଣମୁକ୍ତ ସମାଜ ଗଠନରେ ତାଙ୍କର ଅବଦାନକୁ ସ୍ମରଣ କଲୁ ଏବଂ ତାଙ୍କର ନୀତି ଅହିଂସା ଓ ସତ୍ୟର ପଥରେ ବାଟ ଚାଲିାକୁ ସଂକଳ୍ପ ନିଆଯାଇଛି । ଦେଉଳା ପଞ୍ଚାୟତ ଅଫିସ ପରିସରରେ ବୃକ୍ଷରୋପଣ ସାଙ୍ଗକୁ ସ୍ୱଚ୍ଛ ଅଭିଯାନରେ ମଧ୍ଯ ସାମିଲ ହୋଇଛନ୍ତି ବିଧାୟକ ।
Read More News
T & CPrivacy PolicyContact Us